ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୋର ରାଜ୍ୟବାସୀଙ୍କୁ ଶୁଭେଚ୍ଛା : ସତ୍ୟ ସାରଥି ମହାନ୍ତି, ବିଶିଷ୍ଟ ରାଜନୀତିଜ୍ଞ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୋର ରାଜ୍ୟବାସୀଙ୍କୁ ଶୁଭେଚ୍ଛା : ସତ୍ୟ ସାରଥି ମହାନ୍ତି, ବିଶିଷ୍ଟ ରାଜନୀତିଜ୍ଞ

ଭୁବନେଶ୍ୱର, ୨0/୪ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା l ବିଶେଷ କରି କଠିନ ପରିଶ୍ରମୀ ଅନ୍ନଦାତାମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜିର ଏହି ଶୁଭ ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣର ଶୁଭାରମ୍ଭ ଓ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଆମ ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ।

ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ବୋଲି କହିଛନ୍ତି ରାଜ୍ୟର ବିଶିଷ୍ଟ ରାଜନୀତିଜ୍ଞ ତଥା ରାଜନେତା ସତ୍ୟ ସାରଥି ମହାନ୍ତି l