ଓଡ଼ିଆ ନବ ବର୍ଷ ଏବଂ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଟିକାୟତ ନାୟକ, ସମ୍ପାଦକ, ଓଡ଼ିଶା ଅପଡେଟ୍

ଓଡ଼ିଆ ନବ ବର୍ଷ ଏବଂ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ  : ଟିକାୟତ ନାୟକ, ସମ୍ପାଦକ, ଓଡ଼ିଶା ଅପଡେଟ୍

ଭୁବନେଶ୍ବର,୧୪/୪ : ଓଡ଼ିଆ ନବ ବର୍ଷ ଏବଂ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଶୁଭ ଅବସର ଆପଣଙ୍କ ଜୀବନରେ ନୂତନ ଆଶା, ଆନନ୍ଦ ଓ ସଫଳତା ଆଣି ଦେଉ

ମହାପ୍ରଭୁଙ୍କ ଅସୀମ କୃପାରୁ ଆପଣଙ୍କ ଘରେ ସଦା ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ଏହି ପବିତ୍ର ଦିନରେ ଆପଣଙ୍କ ସମସ୍ତ ଇଚ୍ଛା ଓ ସ୍ୱପ୍ନ ପୂରଣ ହେଉ । ପରିବାର ସହ ମିଶି ଏହି ପର୍ବକୁ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରନ୍ତୁ । ଆପଣଙ୍କ ଜୀବନ ମଧୁର ଓ ସୁଖମୟ ହେଉ । ଶୁଭ ପଣା ସଂକ୍ରାନ୍ତି ବୋଲି କହିଛନ୍ତି ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ କୁମାର ନାୟକ ।